ସ୍ମୃତି ସରୁବାଲିରେ ବିଳାପି ଶାମୁକା
Posted onଅଫିସରେ କାମ କରୁ କରୁ ଜଣେ ସହକର୍ମୀ ଆଣିଦେଲା, ବିବାହ ନିମନ୍ତ୍ରଣ ପତ୍ର ଟିଏ। ଗୋଲାପି ରଙ୍ଗ ର ଲଫଫା ଉପରେ ଦୁଇଟି ନାଁକୁ ଦେଖି ଆଚମ୍ବିତ ହୋଇଗଲା ସେ, ସାମାନ୍ୟ ଅନ୍ୟମନକସ୍କ ହେଲା ପରି ହଜିଗଲା, ମନେ ପଡିଗଲା ଅସୀମା କଥା। ସ୍ମିତ ହସ ଟେ ଖେଳିଗଲା ଦୁଷ୍ମନ୍ତ ଓଠରେ। ଖିଆଲି ମଣିଷଟେ ସେ। ସାଙ୍ଗେସାଙ୍ଗେ ଫୋନ କଲା ଅସୀମାକୁ । – ହେଲୋ, ଅସୀମା କ’ଣ କରୁଛ? ସନ୍ଧ୍ୟାରେ ଦେଖା ହେଇ ପାରିବ? ସେପଟୁ […]