Odia Poetry

ଡ଼ି ଅନା ଲଖ୍ମଣ ଗାର ( ଆଧୁନିକ କଵିତା )

Posted on

ତୁମେ ଯାହା ଚାହ ମୋତେ କହିଵାକୁ ତୁମେ ପାରୁନାହିଁ କହି ମୁଁ ଯାହା ଭାବେ କହଵି ତୁମକୁ ନ କହି ଯାଉଛି ରହି   (୧) ଆମ ହାଵ ଭାଵ ଦେଉଛି ସୂଚାଇ ଉଦ୍ଯଶ ଆମର ଏକ ପରିସ୍ଥିତି ଆଉ ପରିଵେଶ ପାଇଁ ରହୁଛନ୍ତି ଚୁପ୍ ଚାପ      (୨) ତୁମେ ଚାଲିଗଲ  ଅଲଗା ଵାଟରେ ଅଲଗା ମୋହର ବାଟ ଅବେଳେ ସବେଳେ କେତେଵେଳେ କାହିଁ ହୁଅନ୍ତି ତ ଆମେ ଭେଟ।     (୩) ପାଖରେ ଥିଲେଵି […]

Odia Poetry

ଓଡ଼ଶୀ

Posted on

ସଖି ଲୋ ତୋପାଇ ଵାହାର ମନା ଶାଶୁ ତୋ ଦେଇଛି ରାଣ               ନଣନ୍ଦ କରି ଛି ପଣ ଦୁଆରେ ଜଗିଵସିଛି               ତୋସ୍ଵାମୀ ଚନ୍ଦର ସେଣା  (ଘୋଷା) ଦେଖିଵୁ ନାହିଁ ତୁ କାହ୍ନୁ              ଶୁଣି ଵୁ ନାହିଁ ତା ଵେଣୁ ନୀର ଆଣି ଯିଵୁ ନାହିଁ       […]

Odia Poetry

ଆଜିର ନିତିକଥା

Posted on

ଟୋକଳି ଭାରିଜା ମାଛ ତରକାରି ବୁଢ଼ୀ ଭାରିଜାତ ପୋଡ଼ା ମାଛ ତରକାରି ଵାସି ହୋଇଯାଏ ପୋଡ଼ା ସଵୁ ଵେଳେ ଲୋଡ଼ା ଭଗଵତ ସାହୁ

Odia Poetry

ଜଣାଣ

Posted on

ରଥକୁ ତୁମର ଯାଇ ପାରିଲି ନି         ଵାହୁଡାକୁ ଥିଲି ଚାହିଁ କରୁଣା ତୋହର ହୋଇଵାରୁ ଉଣା           ଯାଇ ମୁଁ ପାରିଲି ନାହିଁ  ( ଘୋସା) କେତେ ଇଛା ଥିଲା ଚତୃଧା ମୂରତି              ରଥରେ ଦେଖିଵି ଵୋଲି ଭକତ ମେଳରେ ଟାଣିବି ଆନନ୍ଦେ               ତୋ ରଥ ଦ […]

Odia Poetry

ତୁମେ ସେହି କାରିଗର

Posted on

ତୁମ ପାଇଁ ସିନା ମୁଁ ଆଜି ଗଢ଼ା ତୁମେ ସେହି କାରିଗର ଯେମିତି ଗଢ଼ି ଛ ତୁମରି ଇଛାରେ ଆପତ୍ତି ତ ନାହିଁ ମୋର          (୧) ତୁମେ ଦେଇଅଛ ମୋପିଡ ରେ ପ୍ରାଣ ରଙ୍ଗ ଵୋଳି ଅଙ୍ଗେ ମୋର ସରଵାଙ୍ଗ ସୁନ୍ଦର କରିଅଛ ମୋତେ ଦିଶ ଇ ଯେଣୁ ସୁନ୍ଦର         (୨) ଚାଲିବାକୁ ତୁମେ ଵାଟ ଦେଖାଇଛ ଚାଲୁ ଥିଵି ନିରନ୍ତର ତୁମେ ଦେଇ ଅଛ ମୋ […]

Odia Poetry

ସଞ ଵତୀ

Posted on

ତୁମ ପାଇଁ ହେଵି ସଞ ଵତୀ ଟିଏ ନିତି ମୁଁ ହି ଜଳୁ ଥିଵି ତୁମ ଚଲା ପଥେ ଅନ୍ଧାର ଦୂରେଇ ଆଲୋକ ମୁଁ ଦେଖାଇଵି।    (୧) ତୁମ ପାଇଁ ହେଵି ଅଙ୍ଗୁର ପେନ୍ଥା ମୁଁ ତୁମ ଆଗେ ଝୁଲୁ ଥିଵି ଭୋକ ଯେଵେ ହେଵ ତୁମେତ ଖାଇଵ ପେଟ କୁ ମୁଁ ଶାନ୍ତି ଦେଵି।      (୨) ତୁମ ପାଇଁ ହେଵି ଟିକି ଝରଣା ଟେ କୁଳୁ କୁଳୁ ଝରୁ ଥିଵି ଶୋଷିଲା […]

Odia Poetry

ସେହି ମାନଙ୍କ ପାଇଁ

Posted on

ପ୍ରେମ ଆଉ  ପ୍ରତାରାଣା ପ୍ର ତ୍ଯକ ନାରୀ ଓ ପୁରୁଷଙ୍କ ପାଇଁ ତାଙ୍କ ଜୀଵନ ଦର୍ପଣ ର ଅଟେ ପ୍ରତିଛଵି କିଏ ତାକୁ ଭୁଲି ଯାଏଵିଗତ  ରାତିର ସପନ ପରି ଆଉ କିଏ ମନେ ରଖି ସାଇତିଛି  ଗଣ୍ଠି ଧନ ଭାବି। (୧) ଯିଏ ଭୁଲିଗଲା ସେ ଜିତଗଲା ହସିଲା ମନ ଖୋଲା ହସ ତା ପାଇଁ ଆଗାମି ସକାଳ ଆଣିଦେଲା ନୂତନତ୍ଵ ର ଛଵି ଯିଏ ତା ଭଲ ପାଇଵାକୁ ସାଇତିଥିଲା ସେ ହାରିଗଲା ପ୍ରତିଟି […]

Odia Poetry

ଫଟା କପାଳ

Posted on

ପହିଲି ଦେଖାରେ ଦେଖି ମୁଁ ତୁମକୁ ପରେ ମୁଁ ଖୋଜୁଛି ପାଗଳ ହୋଇ ପାଖରେ ନ ପାଇ ଵାହୁମୁ କାମୁଡେ ନିତି କରମ କୁ ନିନ୍ଦୁଛି ମୁଁ ହିଁ (୧) ଝିଅ ନୁହେଁ ତୁମେ ଖାନ୍ଟୀ ଗୁଆ ଘିଅ ନାରୀ ନୁହେଁ ତୁମେ ଲଳନା ଟିଏ ଫୁଲ ଠୁ କୋମଳ ତୁମ ତନୁ ଶିରି ଡ଼ଉଲ ଡ଼ାଉଲ କଡେଇ ଟିଏ(୨) ମୁରୁଗ ନୟନୀ ମରାଳ ଗମନୀ ନାଗ ଫଣୀ ପରି ତୋ କଳା ବେଣୀ ଧୋଵ ଫର […]

Odia Poetry

ରେ କାଳିଆ ଠାକୁର ମୋର

Posted on

ରେ କାଳିଆ ଠାକୁର ମୋର           ତୁମେ ସଭିକର ଆପଣାର ଚେହେରାଟି ସିନା ମୁଗୁନୀ ପଥର             ଅନ୍ତର ତୋ କ୍ଇ ଫୁଲ  (୧) ଚକା ଆଖି ଆ ତୁ କିଛି ଦେଖୁ ନାହଁ              ଅଭିଯୋଗ ସଭିକର ତୁମେତ ଦେଖୁଛ ସମସ୍ତ କ ଦୁଃଖ              ନିରିମିଷ ନୟନର  […]

Odia Poetry

ଵିଛେଦ ମିଳନେ

Posted on

ଫୁଲ ମୂଲ ସିନା ବୁଝ ଇ ମଧୁପ ଵୁଝେନା ଗୋବର ପୋକ ଫୁଲର ଵାସରେ ହୋଇଣ ମୋହିତ ମଧୁପ ହୁଅଇ ଵସ ସାଗର ଵୁଝ ଇ ନଦୀ ଵ୍ୟକୁଳତା ଗୋହିରି କି ସମକଖ୍ ସାଗର ଦେହରେ ମିଶି ଗଲେ ନଦୀ ହୁଅଇ ସେ ହି ସାରଥକ ଛୁଆ ମନ କଥା ଜାଣେ ସିନାମାଆ ମାଉସୀ କି ଅଵଗତ ଶିଶୁ ର କାନ୍ଦଣା ଦୂର ହୋଇ ଯାଏ ପାଇ ଗଲେ ମାଆ ଵୋକ ପ୍ରେମିକ ଵୁଝ ଇ ପ୍ରେମର […]