Odia Poetry

ଅବତାର

Posted on

ଦ୍ଵାପର ଯୁଗରେ କଂସ ଅତ୍ୟାଚାର ପାପ  ଭା ର ହେଲା ମହୀ କଂସ ବନ୍ଦୀ ଶାଳେ ବସୁ ଦେଵକୀ ର ଯନ୍ତ୍ରଣା ନୋ ହିଲା ସ ହି  ।। ମୁ ନୀ ଋଷି ଗଣ ଦେବତା ବ୍ରାହ୍ମଣ ଡା କ ଦେଲେ ତ୍ରା ହି ତ୍ରା ହି ଘୋର ବିପଦରୁ ଆମଙ୍କୁ ଉଦ୍ଧାର  ଆହେ ପ୍ରଭୁ ଭାବଗ୍ରାହି  ।। ସଭିଙ୍କ ଆ ତୁର  ଗୁହରୀ ଶୁଣିଲ କହିଲ  ଅଭୟ ଦେଇ ସ ମୟ ଆସିଲେ  ଯିବି ମୁଁ […]

Odia Poetry

ମନ୍ତ୍ରୀ ହେଵ ପୁଣି ଆଇଲା ଥର (ଵ୍ଯଙ୍ଗ)

Posted on

ଆମରି ଦେଶର ଜନସାଧରଣ ମାଗଣା ଖିଆରେ ସେ  ଧୁରନ୍ଧର ମାଗଣା ପାଇଲେ ପିଚ ଖାଇଯିବେ ରୁଚି କି ଅରୁଚି ନାହିଁ ତାଙ୍କର ।। ଲାଭ କ୍ଷତି କଥା ଚିନ୍ତା କରିଵାକୁ ପାଖରେ ତାଙ୍କର ନଥାଏ ଵେଳ ଯାହା ସେ ପାଆନ୍ତି ଗିଳି ପକାଅନ୍ତି ଵୁଝି ବିଚାରିଵେ ନ ଥାଏ ତର ।। ମାଗଣା ରେ ସଵୁ ଯାହାବି ମିଳୁଛି କାହିଁକି ଦେଉଛି କି ସ୍ଵାର୍ଥ ତାର ଧାନ ବିକି କେହି ଘରୁତ ଦ ଉନି ଦେଶ ରାଜ […]

Odia Poetry

କଣ୍ଢେଇ

Posted on

ମୋ ରକ୍ତ ତିଆରି ମାଉସ କଣ୍ଢେଇ ତୁହି ଅଟୁ ଧନ ମୋର ସରଗର ଚାନ୍ଦ ପାଇଛି ପାଖରେ ଧରି ମୁହି ତୋତେ କୋଳ ।। ମୋ ନୟନ ତାରା ମୋଦୁଖ ପାଶୋରା   ସୁଖ ମୋର ଜୀଵନର ଆମରି ପ୍ରେମର ମୁକ ସାକ୍ଷୀ ତୁହି  ପ୍ରଣୟର ଉପହାର ।। ତୋ ଲୁହ ଦେଖିଲେ ଲହୁ ମୋର ଝରେ ସମ୍ପଦ ମୋ ହସ ତୋର ଆଖିର ଲୁହ ତୋ ର ଦେଖିଲେ ଧନରେ ଥରି ଉଠେ ଛାତି ମୋର  […]

Odia Poetry

ଫଟା କପାଳ

Posted on

ଫିକା ପଡ଼ି ଗଲା ମଥାର ସିନ୍ଦୁର ପାଦରୁ ଲିଭିନି ଅଳତା ଗାର ସ୍ବାମୀ କିଏ  ବୋଲି ଚିହ୍ନିଵା ଆଗରୁ ହାତରୁ ଭାଙ୍ଗିଲା ଶଖା ତାହାର ।। ସମସ୍ତଙ୍କ ପାଇଁ ଲୁଚେଇ ରଖିଵ ଲାଜର ଓଢ଼ଣୀ  ଦେଇ ମଥାର ସ୍ଵାମୀ ପାଦତଳେ ସମର୍ପି ଦେବସେ ସାଇତା ସମ୍ପଦ ନାରୀ ତ୍ଵ  ତାର ।। ସ୍ବାମୀ ପାଇଁ ହେଵ ପ୍ରୀତି ମନ୍ଦାକିନୀ   ପୂଜାରୁଣି ହେବ ଗୁରୁ ଜନର ସେହ୍ନ ଆଚଳରେ ଵାନ୍ଧି ସେ ରଖିବ ନିଜ ପୁଅ ଝିଅ […]

Odia Poetry

ଛଳନା

Posted on

ତୁମକୁ ଏମିତି ଭଲ ପାଉଛି ମୁଁ ଭୁଲି ପାରୁ ନାହିଁ ସତରେ ମୋ ସାଥେ ଵାହାନା ନିତିତ କରୁଛ ଦେଖା ହେବା କାଲି ସାଥିରେ ।।(୧) ଆଜି ଅଛି ବିଜି ଘରକୁ ଯାଉଛି ଫୋନ୍ କରି ଵି ରାତିରେ କାଲି ର ପୋଗ୍ରାମ ଠିକ୍ କରିଵା  ଵାହାରିବା ଘରୁ କେତେ ଵେଳେ ।।(୨) ଆଲି ମଣିଙ୍ଗ୍ ରେ  ଘରୁ ଵାହାରିଵା ଦେଖା ହେଵା ଵସ୍ ଷ୍ଟପେଜରେ ଦିନ ସାରା ଵୁଲି ସପିଙ୍ଗି  କରିଵା ଯାହା ମନେ ହଵ […]

Odia Poetry

ଵେଇମାନ

Posted on

ମାତା ଗର୍ଭୁ ଯେବେ ଜନମ ଲଭିଲୁ  ପ୍ରଥମେ ପଡ଼ି ଲୁ ମୋର କୋଳରେ ଅନ୍ତୁଡୀ ନିଆ ତୋ ସେଦିନ ଜଳିଲା ମୁଁ ଥିଲି ଵୋଲି ମୋର ଦେହରେ ।।(୧) ପ୍ରଥମେ ମୋହରି ମାଟିର ଗଛରୁ  ପଵନେ ନିଶ୍ଵାସ ତୁହି ନେଲୁରେ ମୋ ଶିରାର ଜଳ ପିଇଲୁ ତୁ ଆଗ ମାଆ ଖିର ଦେଲା ତାହା ପଛରେ ।।(୨) ମୋ ମାଟିର ଶଶ୍ଯ ଖାଇତୁ ଵଢୁଛୁ ଆଜି ଯାଏ ପରା ତୁ ଜୀଵନରେ ଗୋଟି ଗୋଟି ଯେଵେ ପାଦ […]

Odia Poetry

ସଞଵତୀ

Posted on

ସଞଵତୀ ହୋଇ ଜଳୁଥିବି ମୁହି              ତୁମ ଚଲା ପଥ ଧାରରେ ଆଗେ ଆଗେ ଯିବି ଅନ୍ଧାର ଦୂରେଇ                 ତୁମେ ଥିଵ ମୋର ପଛରେ ।। ତୁମ ରି ବାଟରୁ କଣ୍ଟା ଖୋଲି ଦେଵି                 ସଜେଇ ଦେବିମୁ ଫୁଲରେ ପାଦକୁ ତୁମର ପରାଶ ହଵନି     […]

Odia Poetry

ଭାଇ ଲୋ ରାଗିଵୁ ନାହିଁ

Posted on

ରାଖି ପୂହ୍ନେଇ ରେ ଯାଇ ପାରିଲିନି         ଭାଇ ଲୋ ରାଗିଵୁ ନାହିଁ ପରଘରି ମୋତେ କରି ଦେଲା ପରେ       ମୋତେ ଟିକିଏ ଵି ତର ନାହିଁ ।। ମୋଶାଶୁ ଶଶୁର ସ୍ଵାମୀ ଦେଢ଼ ଶୁର        ପିଲା ଛୁଆ ପରିବାର ସଭିଏଁ ଚାହାନ୍ତି ମୋହରି ହାତକୁ    ରାନ୍ଧଣା ଦାୟିତ୍ୱ ମୋର  ।। ଗୋରୁ ଗାଈ ଛେଳି କୁକୁଡ଼ା କୁକୁର       […]

Odia Poetry

ରାଖୀ

Posted on

ସୂତା ଖିଏ ବୋଲି ଭାଵନାହି ମୋତେ ମୋ ମୂଲ ଅମୂଲ ମୂଲ ଭାଇ ଭ ଉଣୀ ର ମଧୁର ସମ୍ପର୍କେ ରାଖି ସାଖୀ ଚିରକାଳ ।। ତ୍ଯାଗର ପ୍ରତିକ ଅଟ ଇ ଭ ଉଣୀ ଭାଇ ପାଇଁ  ଗର୍ଵ ତାର ସବୁ ସମ୍ପର୍କ କୁ ପଛରେ ପକେଇ ଭାଇ କୁ କରେ ନିଜର  ।। ଭ ଉଣୀ ଆଖିରେ ଲୁହ ଦେଖି ଦେଲେ ଭାଇ ଛାତି ଯାଏ ଚିରି ତାମୁଖର ହସ ଫୁଟେଇଵା ପାଇଁ ଵାଘ ମୁହେ […]

Odia Poetry

ଶ୍ରଦ୍ଧା ସୁମନ

Posted on

ହେ ଅଟଳ ତୁମେ ଭାରତ ମାଆର ଦ୍ଵିତୀୟ ଭୀଷ୍ମ ତ ଥିଲ ସାରା ଜୀଵନତ ପାଳି ଵ୍ରହ୍ମ ଚର୍ଯ୍ଯ ରହିଲ ଚିର କୁମାର  ।। ତୁମେ ଥିଲ ଜଣେ ବିଗ୍ଯ ପୁରୁଷ ରାଜନୀତି ସମିଖିକ ଵକ୍ତାଓ ପ୍ରଵକ୍ତା କଵି ଓ ଲେଖକ ରାଜନୀତି ସିଦ୍ଧି ହସ୍ତ  ।। ତିନି ତିନି ଥର ପ୍ରଧାନ ମନ୍ତୀରି ପଦେ ଥିଲ ଅଭିସିକ୍ତ ଦେଶ ଜାତି ପାଇଁ ତୁମରି ଶାସନ ଅଭୁଲା ସେ ଇତିହାସ ।। କାରଗିଲ ରଣ ଦେଇଛି ପ୍ରମାଣ […]