Odia Poetry

ଜହ୍ନ ମାମୁଁ ହୋ——–(ଶିଶୁ କବିତା)

Posted on

ଜହ୍ନ ମାମୁଁ ହୋ———- ଵ ଉଦ ମେଳରେ ତୁମେ ଲୁଚନା ମୋ ପୁଅ ପରା ତୋ ସାଥେ ଖେଳିବ ମୁହଁ କାଢି ଟିକେ ଚାହିଁ ଦିଅନା   ।। ନଟଖଟିଆ ସେ କରେ ଅଝଟ ଖେଳୁ ନାହିଁ ଯେତେ ଦେଲେ ଖେଳନା ଜିଦିସେ ଧରିଛି ତୁମେ ଆସିଗଲେ ତୁମରି ସାଥିରେ ଖେଳିଵ ସିନା  ।। ଫରଚା ଆମର ପୁରା ଅଗଣା ଆସିବାକୁ ତୁମେ ମନା କରନା ଧୋଵ ଫର ଫର ତୁମ ରୂପ ଦେଖି ଖୁସି ରେ ନାଚି […]

Odia Poetry

ଲୋକ ଗୀତ

Posted on

ସଜ ନ ଇଲାଣି ଆମ ଗାଁ ମୁଣ୍ଡେ ଅନ୍ଧାର ଆସ ଇ ଘେରି ତୃତୀୟା ଜହ୍ନ ଟା ଘଡ଼ି ମାରି ଆସେ ଅନ୍ଧାର କୁ ଦୂରେ ଠେଲି  ।। ଆମ ନୂଆ ଵୋହୁ ନସର ପସର ଦୁଆରୁ ଆସନ୍ତି ଫେରି ଭାଇ ଯାଇ ଥିଲେ ଦୂର ଗାଁ ହାଟ ସେ ଆସି ନାହାନ୍ତି ଵୋଲି   ।। ଵୋଉ ମୋ କୁହାଟେ ଚୁଲି ଲାଗିନାହି ରାତି ହେଲା ଷୋଳ ଘଡି ରନ୍ଧା ବଢା ହେଵ ଆଉ କେତେ ବେଳେ […]

Odia Poetry

ପହିଲି ଭେଟ

Posted on

ତୁମର ମୋହର ପହିଲି ତ ଭେଟ ସେ ଦିନ କଲେଜ ଆଗରେ ରଙ୍ଗ ଭରିଦେଲ ଅଙ୍ଗ ରେ ମୋହର ଆଶା ଭରି ଦେଲ ମନରେ  ।। ମୁଁ ଥିଲି ଏକ ଉଡ଼ନ୍ତା ଚଢେଇ ଉଡୁ ଵୁଲେ ନୀଳ ଆକାଶରେ ଆହାର ଦେଖେଇ ପାଖକୁ ଡାକିଲ ଵନ୍ଦୀ କଲ ମନ ପଞୁରୀ ରେ  ।। ଯେତେ ମୁଁ ଚାହୁଁ ଛି ଆକାଶେ ଉଡିଵି ବାହାରି ପାରେନା ମୁଁ ଵାହାରେ ପଞୁରୀ ଥାଇ ଡାକିଲେ ଵି ଯେତେ ମୋ ଡାକ […]

Odia Poetry

ଅଗଷ୍ଟ ପନ୍ଦର ଆସିଛି

Posted on

ଅଗଷ୍ଟ ପନ୍ଦର ଆସିଛି ସ୍ଵାଧୀନତା ମୋତେ ଦେଇଛି ଅମର ଵୀରଙ୍କ ତ୍ଯାଗ ଵଳୀ ଦାନ କଥା ମୋର ମନେ ପଡ଼ିଛି  ।। ଶିଶୁ ବୃଧ୍ ଵୃଧା  କିଶୋର କିଶୋରୀ ପୁରୁଷ ମହିଳା ମିଶିକି ଭାରତ ମାଆର ସେଵା କରିଛନ୍ତି ନିଜର ସୁଵିଧା ଭୁଲିକି    ।। କେତେ ଅନଶନ  କେତେ ସତ୍ଯାଗ୍ରହ ପୁରୁଵ ପୁରୁଷ କରିଛି କେତେ ଅସଯୋଗ କେତେ ଯେ ଅହିଂସା ମନ୍ତର ଏ ଜାତି ଜପିଛି       ।। ସହି  ଦୁଖଃ କଷ୍ଟ […]

Odia Poetry

ତାରିଣୀ ଭଜନ

Posted on

ଶାଳୁଆ ଵଣରେ ମା କରିଛୁ ଘର ସଭିଏଁ ତୋର ସନ୍ତାନ ତୁ ମା ଆମର ।।  ଘୋସା ତୋର ସେହ୍ନ ମମତା ମା ଭଲ ପାଇଵା ମାଆ ହୋଇ ସାହା ହେବା ଆଶିଷ ଦେଵା ଥାଉ କେ ପାଖରେ ଅଵା ରହୁ ଦୂର ରେ ମାଆ ଵୋଲି ଡାକିଲେ ତୁ ଶୁଣୁ  କାନରେ ଇଙ୍ଗିତେ ଦେଉ ଅଭୟ ଥାଉ ପାଖର    ।। ଆସିଲେ ଯେତେ ଵିପତ୍ତୀ ପଡୁ ର୍ଦୁଗତ୍ତୀ ସଵୁ ରିଷ୍ଟ ଯାଏ କଟି ନଡିଆ […]

Odia Poetry

ଏ ଅଟେ ଵେଦ ଵିଚାର

Posted on

ଓଡ଼ିଆ ଭାଷା ର ପ୍ରତିଟି ଅଖ୍ଯର ଅଟ ଇ ଵେଦ ଵିଚାର ଅ,ଆ,ଠାରୁ ହ,ଖ୍ଯ ଯାଏ ସଵୁ ନିତିଵାକ୍ଯ ସାର   ।। ଅମଙ୍ଗଳ କାର  କର ନାହିଁ କେଵେ ଆର୍ଶିବାଦ ତାଙ୍କୁ କର ଈଶ୍ୱର ଅଟନ୍ତି ସଵୁ ଠାରୁ ଵଡ଼ ଉପକାର ଯେତେ କର    ।। ଋଣ କରି କେଵେ ଫାଙ୍କି ଦିଅ ନାହିଁ ଏହା ଅଟେ ପାପ ଘୋର ଓ କାର ନିତି ତୁଣ୍ଡେ ଧରୁ ଥିଲେ ଲୋଡ଼ା ନୁହେଁ ଔଷଧ ର    […]

Odia Poetry

ଆଜି ମୋତେ ମିଳି ଯାଇଛି

Posted on

ପାଇଛି ପାଇଛି ପାଇଛି ମୁଁ ଖୁସି ରେ ପାଗଳ ହୋଇଛି ଅନେକ ଦିନରୁ ଖୋଜୁ ଥିଲି ଯାହା ଆଜି ମୋତେ ମିଳି ଯାଇଛି      (୧) ଓଡିଆ ନୁହଁ ଇ ଭାଷା ଟିଏ ଵୋଲି କେତେ କିଏ ପରା କହିଛି ଜନ ଗଣ ମନ ମୋଦେଶ ସଙ୍ଗୀତ ଆଜି ଜାତୀୟ ସମ୍ମାନ ପାଇଛି     (୨) ସେହି ମାନଙ୍କ ର ଦମ୍ଭ ଭାଙ୍ଗି ଯିଵ ଆଜି ରଖଵର ଶୁଣିକି ମୋ କଣ୍ଠ ରେ କଣ୍ଠ ମିଳାଇ […]

Odia Poetry

ଜଣାଣ

Posted on

ଶଵରୀ ଗୋ ତୁମ ଅଇଁଠା ଫଳରେ ଭରି ଥିଲ କେଉଁ ମିଠା ଯାହା ଖାଇ ପ୍ରଭୁ ରାମଚନ୍ଦ୍ର ଆସି ଦେଲେ ଶ ଶରୀରେ ଦେଖା       (ଘୋସା) ପାଇବକୁ ଯାରେ କେତେ ମୁନୀ ଋଷି ଜପ କରି ଦିନ ରାତୀ ଛାଡି ଘର ଦ୍ଵାର ପ୍ରିୟ ପରିଜନ ହୋଇଲେ ଅରଣ୍ଯ ବାସୀ ମଣିଷ ରୁ ପୁଣି ହୁଙ୍କା ପାଲଟିଲେ ନ ପାଇ ପ୍ରଭୁଙ୍କ ଦେଖା ଶଵରୀ ଗୋ———————–(୧) ଋଷି କର ଧାରି ଅହଲ୍ଯା ସୁନ୍ଦରୀ ତୁମେ […]

Odia Poetry

ନୀଳ ନୟନା

Posted on

ରୁଷନ——–ରୁଷନା ଆଗୋ ନୀଳ ନୟନା  (ଘୋସା) ତୁମେ ଯେଵେ ଯାଅ ରୁଷି      ମୋତେ ଲାଗେ ଚନ୍ଦ୍ର ମାକୁ କଳା ମେଘ ଦେଇଛି ଢା ଙ୍କି ଅମାନିଆ ଵାଦଲଟା ଯାଉନି ଘୁଞ୍ଚି ଲାଗୁଛି ଘୋର ଅନ୍ଧାର ପୂହ୍ନେଇ ରାତୀ ଅଭିମାନ ଭାଙ୍ଗ ଆଗୋ ସୁନ୍ଦରୀ ଵାମା(୧) କଳ କଳ ଝରଣା ଟା ଗଲାକି ଶୁଖି ତା ସୁନ୍ଦର ଵଡ ପଣ ପଥ ରୋକିଛି କେଉଁ ଵଣ ଵୁଦା ମୂଳେ ଲୁଚି ଵସଛି ସାଗରେ ମିଶିଵା ଆଶା […]

Odia Poetry

ଗୋଲ୍ବ୍ଯ – ବ୍ଯଙ୍ଗ କବିତା

Posted on

ଗୋଲ୍ କରୁଛି ଦୁନିଆ ଗୋଲ୍            ସବୁ ତାପାଇ ଵାଉଳା ଵିଧାତା ଗୋଲ୍ ମଣିଷ ଗୋଅଲ            ପାଇଁ ତ ଏ ସଵୁ ଖେଳା   (୧) ଯୁଗ ଯୁଗର ଏ ଅଟଇ ସମ୍ପର୍କ               ସତ୍ଯ ଓ ତ୍ରେତୟା ଗଲା ଦ୍ବାପର ଯୁଗର କାହଣୀରଶେଷ             କରେ କଳୀକାଳ ପରା  […]