Odia Stories

ସ୍ମୃତି ସରୁବାଲିରେ ବିଳାପି ଶାମୁକା

Posted on

ଅଫିସରେ କାମ କରୁ କରୁ ଜଣେ ସହକର୍ମୀ ଆଣିଦେଲା, ବିବାହ ନିମନ୍ତ୍ରଣ ପତ୍ର ଟିଏ। ଗୋଲାପି ରଙ୍ଗ ର ଲଫଫା ଉପରେ ଦୁଇଟି ନାଁକୁ ଦେଖି ଆଚମ୍ବିତ ହୋଇଗଲା ସେ, ସାମାନ୍ୟ ଅନ୍ୟମନକସ୍କ ହେଲା ପରି ହଜିଗଲା, ମନେ ପଡିଗଲା ଅସୀମା କଥା। ସ୍ମିତ ହସ ଟେ ଖେଳିଗଲା ଦୁଷ୍ମନ୍ତ ଓଠରେ। ଖିଆଲି ମଣିଷଟେ ସେ। ସାଙ୍ଗେସାଙ୍ଗେ ଫୋନ କଲା ଅସୀମାକୁ । – ହେଲୋ, ଅସୀମା କ’ଣ କରୁଛ? ସନ୍ଧ୍ୟାରେ ଦେଖା ହେଇ ପାରିବ? ସେପଟୁ […]

Odia Stories

ଆଶାର ଆଲୋକ

Posted on

ଶୀତଦିନ, ରାତି ପ୍ରାୟ ବାରଟା ପଚିଶ ହେବ ଫୋନ୍ ରିଙ୍ଗ ହେଲା। ଫୋନ୍ ଟି ଭାଇବ୍ରେସନ୍ ରେ ଥିବାରୁ ତକିଆ ସହ ଦେବାନନ୍ଦ ବାବୁ ଙ୍କ କମ୍ବଳ ବି ଥରି ଉଥିଲା। ବୁଝିବା ବାକି ନଥିଲା ଫୋନ୍ ଟି କିଏ କରିଥିବ, କାରଣ ତାଙ୍କ ଝିଅ ରିନି ର ଏଇଟା ଫୋନ୍ କରିବାର ସମୟ। ବିଦେଶ ରେ ଏବେ ଯେ ଦିନ ହେଇଥିବ, ବୋଧ ହୁଏ ମଧ୍ୟାନ୍ନ…। ଚିରାଚରିତ ଢଙ୍ଗରେ ଫୋନ୍ ରିସିଭ୍ କରି କଥା ହେଲେ। […]

Odia Stories

“S”- ଗୋଟେ ଫୁଲପକା ରୁମାଲ୍ ର ଗପ

Posted on

କଲେଜ ପାଖରେ ସବୁଦିନ ପରି ଭିଡ। ସମସ୍ତେ ନିଜ ନିଜ କାମରେ ମସଗୁଲ। ଗୁପଚୁପ ଵାଲାକୁ ଘେରି ରହିଛନ୍ତି ଦଳେ ଝିଅ। ମହୁଫେଣା କୁ ମହୁମାଛି ଘେରିଲା ପରି।ସମୟ ବୋଧେ ସାଢ଼େ ଗୋଟେ ପାଖାପାଖି ହେବ।ଶୁଭମ ବାଇକ ପାର୍କ କଲା କଲେଜ ପାଖ ଚା’ ଦୋକାନକୁ ଲାଗି ଚାଳିଆରେ। ଗାଡି ଆଇନା ରେ ନିଜକୁ ସାଜଡି ନେଇ, ବ୍ୟାଗରୁ ବାହାର କଲା, ସଜଫୁଟା ଗୋଲାପଟିଏ। ହାତରେ ଗୋଲାପ ଧରି ଅପେକ୍ଷା କଲା ତନିଶା ର। ଭିଡ ଭିତରୁ […]

Odia Stories

ଅଳ୍ପ ଦିନର ଗଳ୍ପ

Posted on

ବୈଶାଖୀ ରାତିର ନିରୀହ ଶାବକ: ସିନ୍ଦୂରା ଅପେକ୍ଷାରେ ଗ୍ୟାରେଜରେ କାମସାରି ଅବସନ୍ନ ଦେହଟେ ନେଇ ମୁଁ ଫେରେ ମୋ ବସାକୁ। ଦଉଡ଼ିଆ ଫୋଲ୍ଦି ଖଟ ଉପରେ ନିଜକୁ ଫିଙ୍ଗି ଦେଇ, ତକିଆ ରେ ମୁହଁ ମାଡି ମୁଁ ଆଖିବୁଜିଦିଏ। ମାଲିକର ଗାଳି, ଗ୍ରାହକଙ୍କ ତାଗିଦ ସବୁ ଭୁଲିବାକୁ ଚେଷ୍ଟା କରେ। ଘର କହିଲେ, ୮/୧୦ର ଖଣ୍ଡେ ବଖରା, ଆଉ ତାକୁ ଲାଗିକି ଗାଧୁଆ ଘର। ଥାକ ରେ ଅନେକ ଦିନର ହିସାବ ଚିଠା ଆଉ କେଇ ଖଣ୍ଡ […]

Odia Stories

ଆଉ ଏକ ଆରମ୍ଭ

Posted on

ଅଳ୍ପ ଦିନର ଗଳ୍ପ: ହସ୍ପିଟାଲର ବାରଣ୍ଡାରେ ଥିଲା ନୀରବତାର ରାଜୁତି। ଏଇ ନୀରବତା ବି ବେଳେବେଳେ କାମୁଡି ଗୋଡାଏ। ଭିତରୁ ଯେମିତି ଆମକୁ କୋରି ପକାଏ । ମନ ଭିତରେ ଅନେକ ପ୍ରଶ୍ନ ନେଇ ବାରଣ୍ଡାର ଦୈର୍ଘ୍ୟ ମାପୁଥିଲା ସୁଶ୍ରୀ , ଏ ପର୍ଯ୍ୟନ୍ତ ବି ସମ୍ବିତକୁ କଥା ପଦେ ବି କହୁନି ସେ, ମନେମନେ ଅପରାଧିନି ଟେ ବୋଲି ଭାବିନେଇଛି ସେ। ସମ୍ବିତର ଅପ୍ରତ୍ୟାଶିତ ହସ୍ତକ୍ଷେପ କୁ କେବେ ଆଶା କରିନଥିଲା ସେ।ଅଥଚ ସମ୍ବିତ କୁ […]

Odia Stories

ରଙ୍ଗ ବଦଳୁଥିବା ସମ୍ପର୍କ

Posted on

ରଙ୍ଗ ବଦଳୁଥିବା ସମ୍ପର୍କ ରବିବାର ସକାଳ ଟା ଭାରି ଅଳସୁଆ ଲାଗେ। ସପ୍ତାହ ସାରା କାମ କଲା ପରେ, ଦିନଟିଏ ତ ମିଳେ।ନିଜ ପାଇଁ ସମୟ ଟିକେ ଦେବାକୁ। ଏମିତିରେ ନିଜ ଫୋନ ଟା ଧରି ଚାଟିଂ କରି ବସିଲା ସମ୍ବିତ। କେତେ କେଜାଣି ସେତେବେଳେ ଅନଲାଇନ ଥିଲେ। ଗୁଡ଼ମର୍ଣ୍ଣି ମାସେଜ ଟେ ଦେଲା ସ୍ନିଗ୍ଧା କୁ। ସ୍ନିଗ୍ଧା ବି ପ୍ରତିଉତ୍ତର ଟିଏ ଦେଲା।  ଏମିତି କଥା ଆରମ୍ଭ ହେଲା। ତା ଘର କଥା, ସ୍ୱାମୀ, ପିଲା […]