Odia Poetry

ଲାଗିଯିଵ ଠିଆପାଲା

Posted on

ଦୁଇ ମାସ ହେଲା ଦରମା ମିଳିନି ପକେଟ ସଭିଙ୍କ ଫାକ୍କା ଭଲା ସାଵିତିରି ଓଷା ଏ ପଇଲା ସତ୍ୟଵାନ ଲୋକ ହଂସା ସକାଲୁ ସକାଳୁ ସଵୁ ସାଵିତିରି ଧରେଇ ଦେଲେଣି ଚିଠା ତାଗିଦ୍ ତାଙ୍କର ସହଳ ଫେରିଵ ଡେରି କରିଵନି ଏକା ମନଲାଖି ଖଣ୍ଡେ ଶାଢୀ ଆଣିଥିଵ ମେଚିଂ ବ୍ଲାଉଜ ସାୟା ନଡିଆ କଦଳୀ ସେଓ ନାସପାତି କମଳା ଅଗୁଂର ଚେରି ଲେମ୍ବୁ ଜାମରୋଳ  ଲିଚୁ ଓ ଡାଳିମ୍ବ କାକୁଡି ଖଜୁରୀ କୋଳି ସପୁରୀ ଓ କଣ୍ଟା  […]

Odia Poetry

ସ୍ମୃତି ରେ ତୁମେ

Posted on

ଭାବନା ସବୁ ହଜି ଯାଉଛି କାହିଁ କେତେ ଦୂରେ ହଜି ଯାଉଛି ପୁଣି ଶବ୍ଦ,, ସବୁ ହଜିଲା ହଜିଲା ଭିତରେ    ଵି ଅଛି କିଛି ଆପଣାର ନିହାତି ଆପଣାର… କିଛି ସ୍ମୃତି କିଛି ଅନୁଭୁତି     ନିରାଟ ନିଜର ଏକାନ୍ତ ଆତ୍ମଗୋପନର.. ତୁମ ଭିତରେ ହଜି ଯିବାର   କିଛି ସମର୍ପଣର କିଛି ପ୍ରତିଶୃତି ମଜଭୁତ ସମ୍ପର୍କର।। ପୁଣି ମନେପଡେ ରାଗ ଅଭିମାନରେ ସମ୍ପର୍କର ଦୋଛକିରେ ଦୁଇ ପ୍ରେମାତ୍ମାର ଅନ୍ତର୍ଦାହ,, ଅଶ୍ରୁ ଭିଜା ଦୁଇ […]

Odia Poetry

କବିତା …ଅଭିଯୋଗ ଫଗୁଣ ନାଁରେ

Posted on

ଅଭିଯୋଗ ଫଗୁଣ ନାଁରେ ତୋତେ ମନା କରିଥିଲି ନା ? ମାନିଲୁନି ମୋ କଥା…. ଚାଲିଆସିଲୁ ପ୍ରଜାପତିର ଡେଣାରେ ରଙ୍ଗର ପସରା ଧରି ଫଗୁ ଅବିରର ବାସ୍ନା ନେଇ ପୁଣି ଥରେ…ବୟସର ପତ୍ରଝଡାରେ ସବୁଜ ସ୍ବପ୍ନ ଦେଖେଇ ଫେରିବାଲାର ଡାକ ପରି ଅବୁଝା ଆକର୍ଷଣ ଟିଏ ହୋଇ ଅଭିଯୋଗର ଫର୍ଦ୍ଦ ବହୁତ ଲମ୍ବା ଆହୁରି ସଂଗୀନ ଅଲେଖା ଆପତ୍ତି ସବୁ ଅଯଥା ଏ ମନରେ କାହିଁ ନିଆଁ ଲଗାଉ ତୋତେ କ’ଣ ବାନ୍ଧିହୁଏ ରାଣ ନିୟମର ଫାସ […]