Odia Poetry

ପ୍ରକୃତୀ ର କ୍ରୋଧ

Posted on

ନୀ ଳ ଆମ୍ବରରେ ଘୋ ଟିତ ରହିଛି ହାଣ୍ଡି ତଳି କଳା ମେଘ ଅନେକ ମୂଷ ଳ ଧାରାରେ ହୁଅଇ ବରଷା ତ୍ରାହି ତ୍ରାହି ଡାକେ ଜୀବ ଜଗତ ।। ସାଥିରେ ଆଣିଛି ମ ଉସୁମୀ ବାଆ କରିବାକୁ ସୃଷ୍ଠୀ ମୂଳରୁ ନଷ୍ଟ ମହା ଦ୍ରୁମ ସବୁ ଲୋଟନ୍ତି ମହିରେ ଘର ଦୁଆର ତ ଅଟ ଇ ତୁଛ ।। ସାଥିରେ ମେଖଳା ଧରି ଆସିଅଛି ରହି ରହି ସେହି କରେ ଚମକ ମେଘ ଅନ୍ଧାର କୁ […]

Odia Poetry

ପ୍ରକୃତୀ ତୋ ବୀଚିତ୍ର ଲୀଳା

Posted on

ଆ ଲୋଏ ପ୍ରକୃତୀ ତୋର ଏକି ବୀଚିତ୍ର ଲୀଳା ତୋ ଇଙ୍ଗିତେ ଷ ଢ଼ ଋତୁ କରି ଥାଏ ଖେଳା ଆ ଜି କିନ୍ତୁ ସଂଶସାର ରେ ଘଟାଉ ବିଭ୍ରାଟ କାହା ସଙ୍ଗେ କାହାର ବି ନାହିଁ ସା ମଜସ୍ୟ ।। ଶୀ ତ ବ ସନ୍ତ ହେଉଅବା ଗ୍ରୀଷ୍ମର ପ୍ରବେଶ ସବୁ ଋତୁ ଲାଗେ ଏକାପରି ଗ୍ରୀଷ୍ମର ପ୍ରକୋପ ବର୍ଷା ଶର ତ ହେମ ନ୍ତ ଲାଗେନା ଫରକ ବରଷା ର ବାରୀ ଧା ରା […]

Odia Poetry

କାରିଗର

Posted on

ଆହେ ଵିଶ୍ଵକର୍ମା ଵିଶ୍ଵ କାରିଗର ତୋର ଗଢ଼ା ଏ ସସାର ତୁମେ ତୋଳିଅଛ ମନ୍ଦିର ମସଜିଦି ଗଢ଼ି ଅଛ ଗୁରୁଦ୍ଵାର ।। ତୁମେ ତୋଳିଅଛ ରାଜାର ଉଆସ ତିଆର କୁଡିଆ କାର ତୁମ ହାତ ଗଢା ଝାଟି ମାଟି କାନ୍ଥ ଛ ଅଣ ଛପର ଘର ।। ତୁମ ସରଜନା କଳ କାରଖାନା ଯେତେ ଯାହା ଜନ୍ତ ତାର ତୁମ ଉଦ୍ଭାବନ ଅଟେ ଵ୍ଯାମ ଯାନ ଉଡୁ ଅଛି ଆକାଶର ।। ଗାଡ଼ି ଓ ମଟର କି […]

Odia Poetry

ନୂଆ ଖାଇ

Posted on

ପଶ୍ଚିମ ଓଡିଶା ଗଣ ପରଵ ଏ ଅଟେ ପରା ନୂଆ ଖାଇ ସଭିଏଁ ପାଳନ୍ତି ଉଲ୍ଲାସ ଚିତ୍ତରେ ଖୁସି ଓ ଆନନ୍ଦ ହୋଇ  ।। ସାହି ଓ ପଡ଼ି ଶା ବନ୍ଧୁ ସହଦୋର ସବୁ ଏକ ଠୁଳ ହୋଇ ମାନ ଅଭିମାନ ରାଗ ଋଷା ଯେତେ ମନରୁ ପାଶୋରି ଦେଇ ।। ବରଷ ପହିଲି ଧାନରୁ ତିଆରି ପିଠା ପଣା ଖିରି ନେଇ ସମଲାଇ ମାଆ ଚରଣେ ନୈଵିଦ୍ଯ ଭକ୍ତିରେ ଦିଅନ୍ତି  ସେହି ।। କରନ୍ତି ବିଶ୍ଵାସ […]

Odia Poetry

ଗଜ ମୁଖ

Posted on

ଶିଵା ଅଙ୍ଗୁ ଜାତ ଆହେ ଶିବ ପୁତ୍ର ଜଗିଥିଲ ଦ୍ଵାର ମାତା କଲେ ତପ ସେ ଵେଳେ ମିଳିଲେ ଆସି ତଵ ତାତ ପଶିଵେ ଗୁମ୍ଫା ରେ ଭେଟିଵାକୁ ମାତ ଦ୍ଵାର ଛାଡ଼ିବା କୁ ବିହିଲେ ଆଦେଶ ନମାନିଲ ଵୋଲି ତାତ କଲେ କୋପ ପିତା ପୁତ୍ର ଙ୍କର ହୋଇଲା ସମର ଦେଖୁଥିଲେ ଦେଵ ଲୋକ ।। କ୍ରୋଧରେ କାଟିଲେ ନିଜ ପୁତ୍ର ଶିର ନଭାଵି ସେ ଆଗ ପଛ ହୋଇ ରକ୍ତ ଶିକ୍ତ ଗୁମ୍ଫାରେ ପଶିଲେ […]

Odia Poetry

ଦୁଖଃ ଯାଏ ଦୂରେଇ (ଶିଶୁ କଵିତା)

Posted on

ଫୁଲେଇ ମୋ ଗେହ୍ଲେଇ              ଗାଡ଼ିରେ ମୁଁ ଵସେଇ ଵଜାର କୁ ନେଇ ଯିବି        ତୋତେ  ମୁହିଁ ଵୁଲେଇ ।। କିଣି ଦେଵି କୁରୁତା              ତୋ ପସନ୍ଦ ଦୋପଟା ରଙ୍ଗ ଅଳତା ଆଣିଵୁ               ହେଵୁ ତୁହି ସଜେଇ ।। ଗୋଡ଼ ପଟି ମୁଣ୍ଡ ଫୁଲ     […]

Odia Poetry

ଯେଶା କୁ ତେଷା

Posted on

ସାତ ଭାଇର ମୁଁ ଗୋଟିଏ ଭ ଉଣୀ ନାମ ମୋର ତ ଅପୋଇ ସାତ ଭାଉଜଙ୍କ ଗେହ୍ଲେଇ ନଣନ୍ଦ ଦିନେ ହୋଇଥିଲି ମୁହିଁ ।। ସାଧଵ ସାଧଵୀ ମୋର ପିତା ମାତା ମୋ ଦେବୀ ଦେବତା ସେହି ଅଳି କଲି ଵୋଲି ଆଣି ଦେଇଥିଲେ ମୋତେ ତ ରୂପା କୁଲେଇ ।। ସୁନା ଚାନ୍ଦ ହେଲା ମୋ ପାଇଁ କାଳ ମଲେ ଵାପା ମାଆ ଦୁଇ ଵଣିଜ କରିବେ ଗଲେ ଦୂର ଦେଶ ବୋଇତରେ ସାତ ଭାଇ […]

Odia Poetry

ଭାଗ୍ଯ ହାତେ ହୋଇ ଖେଳନା

Posted on

ବାସର ଶେଜର କି ମଜ୍ଜା ଅଛି ଅଭିଆଡି ଝିଅ ଅଜଣା ବର ଘର ତାର ଖୋଜା ହବା ଦିନୁ ମନେ ପଶିଯାଏ ଭାଵନା ।। ଏକା ରହିବାକୁ ଭଲପାଏ ସିଏ ରୁହେ ସଦା ଆନମନା ମନ ଯାହା ଖୋଜେ ପାଇବ କି ସତେ ଵିଶ୍ଵାସ ସେ କରି ପାରେନା ।। ରୂପ ତା କେମିତି ସ୍ଵଭାଵ କେମିତି ମନ ଟି ତାହର ଵୁଝେନା ତାଙ୍କ ସାଥେ ଇଏ  ଏହା ସାଥେ ସିଏ ହୋଇଵେ କି ଦୁହେଁ ତୁଳନା […]

Odia Poetry

ଅଶୁଝା ଋଣ

Posted on

ଆହେ ପୂଜ୍ଯ ଗୁରୁ କେମିତି ଶୁଝିଵି ଆପଣଙ୍କ ଦିଆଋଣ ସେ ଅଶୁଝା ଋଣ ପାଇଁ ତ ଆଜି  ଏ ଗଢ଼ା ମୋର ଏ ଜୀଵନ ।। ମା ତୁମେ ପରା ମୋ ପ୍ରଥମ ଗୁରୁ ପ୍ରଣମେ ମୁଁ ବାରମ୍ଵାର ନିଜର ଜୀବନ ଵାଜିରେ ଲଗେଇ ଜନ୍ମ ଦେଲ ଏମହୀର ।। ଆହେ ପିତା ତୁମେ ମୋଦ୍ଵିତୀୟ ଗୁରୁ ତୁମ ପାଇଁ ସୃଷ୍ଟି ମୋର ତୁମେ ତ ଦେଇଛ ସକଳ ସୁଵିଧା (ତୁମ) ତ୍ଯାଗ ରୁ ଆଜି ମୁଁ […]

Odia Poetry

ତୁମେତ ପାଖରେ ନାହ

Posted on

ତୁମକୁ ହଜେଇ ଖୋଜୁଛି ଆଜି ମୁଁ ତୁମେ ମୋ ପାଖରେ ନାହ ତୁମେ ଛାଡି ଗଲ କାହା ପାଖେ ମୋତେ କେମିତି ଵ ଚିଵି କୁହ ।। ତୁମେ ଦେଇଥିଲ ଵ ଚିଵାର ରାହା ପ୍ରେମ ପ୍ରୀତି ସେହ୍ନ ମୋହ ତୁମେ ଥିଲ ମୋର ପ୍ରେରଣା ର ଉସ୍ଛ ପାଖେ ସଦା ତୁମେ ଥାଅ ।। ମମତା ଵୋଳା ତୋ ହାତକୁ ଵଢେଇ ପୋଛି ଦିଅ ଆଖି ଲୁହ ଭଲ ପାଇଵାର ଅଠା ଦେଇ ତୁମେ ଜୋଡ଼ମୋ  […]