Odia Poetry

ପୂଣ୍ଯର ଦୀପାଳି

Posted on

ଅମା ଅନ୍ଧାର ରେ ଆସ ତୁମେ ମା ଆ          ପୂଣ୍ଯ ର ଦୀପାଳି ଜାଳି ଶତୃ     ନାଶିବାକୁ      ଶରତ  ରେ ଆସ          ମାଆ ତୁମେ  ଶ୍ଯାମା କାଳୀ ।।   ତୁମ    ଆଗମନେ  ହସି  ଉଠେ   ଧରା           ହସୁ  ଥାଏ   ଖେତ    ଵାଡି ସନ୍ତାନ  ର   ସୁଖ    ଲଭ ଇ  […]

Odia Poetry

ମାଗଣା ଖାଇଵା ନିଶା। – ଵ୍ଯଙ୍ଗ

Posted on

ମାଗଣାଖାଇବା ନିଶା ସଭିଙ୍କୁ ତ ଘାରିଛି ଗାଁ ଠାରୁ ସହର କୁ ଚେର ତାର ଲମ୍ଵିଛି ଛୁଆ ଠାରୁ ବୁଢା ପୁଣି ପୁଅ ଝିଅ ଗୋଡ଼ାନ୍ତି ସକାଳ ରୁ ସଞ ଯାଏ ତାକୁ ସଵୁ ଖୋଜନ୍ତି ।।(୧) ପୁଳାଏ ଆଣିଵେ ମାରି ଖାଇଵା କୁ ଵସିକି ଖଟିବାକୁ ପଡ଼ି ବନି ମାଗଣାରେ ମିଳୁଛି ଦିନେ ଗଲେ ଯୁଗ ଯାଏ ଦେଖା ଯିବ କାଲିକି ଖରା ବର୍ଷା ଶୀତ ଡ଼ର ମନୁ ସେହି ଭୁଲିଛି ।।(୨) କାହାକୁ ଡ଼ରିବ […]

Odia Poetry

ପଡ଼ି ଦାତ୍ରୀ

Posted on

ଶ୍ରାବଣ ର ଝଡି ଯିବା ପରେ ଚା ଲି          ତୁମେ ଆସ ମାଆ ଏହି ମରତେ ଆଶ୍ଵିନ୍ୟ କାକର ଭଲ ଲାଗେ ବୋଲି            ବୁଲି ଦେଖ ମାଆ ଆସି ଶରତେ ।। ସାରା ସଁ ସାରରେ ତୋ  ଜୀବ ଜଗତ            କେମିତି ଅଛନ୍ତି ସୁଖେ  ନା ଦୁଃଖେ ଆଷା ଢ଼ ର ବନ୍ୟା ଧୋଇନେଲା କେତେ   […]

Odia Poetry

ପଦ୍ମ ଫୁଟେ ସରୋବର ରେ

Posted on

ରାତିର ଶେଫାଳି ଫୁଟି ମହକ ଇ          ପଦ୍ମ ଯେବେ ଫୁଟେ ସରୋବ ର ରେ ଜହ୍ନି ଲତା ଘୋଟି  ବା ଡି ମଁଚା  ପ୍ ରେ            ଫୁଲ ଫୁଟେ ନୀତି ସଞ୍ଜ ବେଳାରେ ।। ଆଶ୍ୱିନ କାକର ଝରେ ଝର ଝର       ସ ବୁ ଜ ଘାସ ର ଗାଳିଚା ପ୍ ରେ ଆକାଶ ନିର୍ମଳ ପାଣି ବି ନିର୍ମଳ […]

Odia Poetry

ଆଧୁନିକ

Posted on

ଆଷା ଢ଼ ର ମେଘଗଲାଣି ଚା ଲି ହେଉ ନାହିଁ ଆଉ ଶ୍ରାବଣ ଝଡି ଭୋଦୁଆର ଖରା ମୁଣ୍ଡ ଫ ଟ ଉଛି ଅ ଶିଣ କାକର ଗଲାଣି ପଡି ଫୁଲେଇ ଲୋ ମୋ ଗେହ୍ଲେଇ ଲୋ ବୁଲେଇ ନେବିଲୋ ବା ଦାମ ବାଡ଼ି ।। ଦେଖି ବୁ ଲୋ ଦେବୀ ଦୁର୍ଗା ଠାକୁର ସୁନା ରୁପା ଛାଞ୍ଚ କେଡେ ସୁନ୍ଦର ଆଖି ଝଲସିଆ ତୋରଣ ସାଙ୍ଗକୁ ବିଜୁଳୀ ଆଲୁଅ କି ମନୋହ ର ମୋ ସୁନ୍ଦରୀ […]

Odia Poetry

ଦୂରରେ ଥିଲ ଭଲତ ଥିଲ

Posted on

ଦୂରରେ ଥିଲ ଭଲତ  ଥିଲ             ପାଖକୁ ଆସି ଭୁଲି କି ଗଲ ତୁମେ ଏମିତି କାହିଁକି ହେଲ               ପାଉ ନାହଁ  ଆଉ ତୁମେ କି  ଭଲ ।। ଯେବେତ ଦେଖ ମୁରୁକି ହସ               ଆବେଗ ଭରେ ପାଖକୁ ଆସ ଆଗେ ପଚା ର କେମିତି ଅଛ     […]

Odia Poetry

ଯାଉଛି ଅଙ୍ଗ ନ ବାଡି

Posted on

ମୁଁ ଯାଉଛି ଅଙ୍ଗ ନ ବାଡ଼ି       ନେଇଛି ସିଲଟ ଖଡ଼ି ବସିବି ମୁଁ ଆଗ ଧାଡି         ସେଇଠି ବସିବି ପଢି ।। ଦିଦି ଯାହା ଦେବେ ପାଠ          ପଢିବି ମୁଖସ୍ତ କରି ଲେଖିବାକୁ ଦେବେ ଯାହା           ଲେଖିବି ମୁଁ କରି ଧାଡି ।। ହେଵ ଯେବେ ଖେଳ ଛୁଟି        ଖାଇବାକୁ […]

Odia Poetry

ଖେଳିବୁ ପିଠିରେ ବସି ( ଶିଶୁ କବିତା )

Posted on

ଆଣିଛି ଆଣିଛି ତୋ ପାଇଁ ଆଣିଛି ଵଜାର ରୁ ଘୋଡା ହାତୀ ଖେଳିବୁ ତୁ ହିଲୋ ସେମାନଙ୍କ ସଙ୍ଗେ ତାଙ୍କରି ପିଠି ରେ ଵସି  ।। ଵର ଡାଳ ଖାଇ ଚାଲୁ ଥିଵ ହାତୀ ଗୋଟି ଗୋଟି ପାଦ ଥା ପି ଘାସ ଥଳି ଘାସ ଖାଉ ଖାଉ ଘୋଡା ଦ ଉଡୁ ଥିଵ ଝପଟି  ।। ହାତୀ ପାଇଁ ତୁହି ହେବୁରେ ମାହୁନ୍ତ ବଲମ ହାତରେ ରଖି ଘୋଡାର ସ ଇସ ହେବୁ ଯେବେ ତୁହି […]

Odia Poetry

ନାରୀ

Posted on

ସ୍ରଷ୍ଟାର ସୃଷ୍ଠୀ ରେ ସବୁଠୁଁ  ସୁନ୍ଦର ଅଟେ ପ ରା ନାରୀ ଜାତି ବିଧାତା ଦେଇଛି ମାତୃତ୍ୱର ଶକ୍ତି ତାଙ୍କ ପାଇଁ ସବୁ ସୃଷ୍ଠୀ  ।। ଜ ନ ନୀ ଭଗିନୀ ଜାୟା  ର ରୂପରେ ସ୍ନେହ ଦେଇ ଥାଏ ବାଣ୍ଟି ତ୍ୟାଗ ବଳି ଦାନ ମମତା ଦେଇସେ ସଭି କୁ କର ଇ ଖୁସି ।। ବାପା,ମାଆ ପାଇଁ ଝିଅ ଗଳା ମାଳୀ ଅଟେ ହୀରା ଲୀଳା ମୋତି ଭାଇ ଭଉଣୀର ପରଶ ମଣୀସେ ସୁଖ […]

Odia Poetry

ଗା ଡି ରହିଯିବ ବାଟ ମଝିର

Posted on

ଦିନ ଗାଡି ତୋର ଚିକି ଚିକି ମାରେ ନେଉ ଅଛୁ ବୋଲି ଦା ୟୁତ ତାର ନାଇଟି କୋଚ କେୟାର ନେଉନୁ ବଡି ଟା ହେଲାଣି ପୁରା ବେକାର ।। ତୋ ଦିନ ଗାଡିର ହେଡ ଲା ଇଟି ଦୂରରୁ ଦିଶୁଛି ଝଲ ମଲ ରାତି ଗାଡି ବତୀ ଫିୟୁଜ ଯା ଇଛି ଦେଖା ଯାଉ ନାହିଁ ଅନ୍ଧାରର ।। ହର୍ଣ୍ଣ ବ୍ରେକ ଗୀୟର ଟା ୟା ର ସବୁତ ରଖିଛୁ ଦମ ଦାର ବସିବାକୁ ମଜ୍ଜା […]