Odia Poetry

ପ୍ରକୃତୀ ର କ୍ରୋଧ

ନୀ ଳ ଆମ୍ବରରେ ଘୋ ଟିତ ରହିଛି
ହାଣ୍ଡି ତଳି କଳା ମେଘ ଅନେକ
ମୂଷ ଳ ଧାରାରେ ହୁଅଇ ବରଷା
ତ୍ରାହି ତ୍ରାହି ଡାକେ ଜୀବ ଜଗତ ।।
ସାଥିରେ ଆଣିଛି ମ ଉସୁମୀ ବାଆ
କରିବାକୁ ସୃଷ୍ଠୀ ମୂଳରୁ ନଷ୍ଟ
ମହା ଦ୍ରୁମ ସବୁ ଲୋଟନ୍ତି ମହିରେ
ଘର ଦୁଆର ତ ଅଟ ଇ ତୁଛ ।।
ସାଥିରେ ମେଖଳା ଧରି ଆସିଅଛି
ରହି ରହି ସେହି କରେ ଚମକ
ମେଘ ଅନ୍ଧାର କୁ ଶୂ ନ୍ୟ ଗାଁ ଦା ଣ୍ଡ
ବିଜୁଳୀ ଆ ଲୁଏ ଲାଗ ଇ ଭୂତ ।।
ସାରଥୀ ସାଜିଛି ତାର ଘଡ଼ ଘଡି
କରି ବାକୁ ସେହି ବଜ୍ର ଆ ଘା ତ
ସମ୍ମୁଖେ ତାହାର ଜିଏବି ପଡିବ
କରିବ ପ ରା ସେ  ତାକୁ ନିହତ ।।
ପ୍ରକୃତୀ ଯେଉଁଠି ବ ଇରୀ ସାଜିଛି
ତା କୁ କି ରୋକିବ ଛା ର ମଣିଷ
ନିଜର କ୍ରୋଧ କୁ  ନିଜେ ସମ୍ବ୍ର ରିବ
ସବୁ ଯେବେ ହେବେ ତା ଜୋଡ ହସ୍ତ ।।
ଅ ଜ୍ଞାନ ଅନ୍ଧାରେ କରିଛୁଲୋ ମାଆ
ଜଙ୍ଗ ଲ ପାହାଡ ତୋହର ଧୋନ୍ସ
ଜଳ ନିଷ୍କାସନ ପଥ ତୋ ବାନ୍ଧିଛୁ
କରି ଘର ଦ୍ବାର ଓଗା ଳି ବାଟ ।।
ପସୁଛୁ ଶରଣ ତୋହରି ପାଦରେ
ରଖ ମାଆ ଜୀଵନ ଆ ମର ରଖ
ଏ ସୃଷ୍ଠୀ ତୋହର ଆଉକି ରହିବ
ମାଆ ହୋଇ ଯେବେ ହେବୁ ବିମୁଖ ।।
—-/———-/——-/—–/-/—–/—-
ଭାଗଵତ ସାହୁ
ମା, ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ, ଭଦ୍ରକ,
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *