Odia Poetry

ପ୍ରକୃତୀ ତୋ ବୀଚିତ୍ର ଲୀଳା

ଆ ଲୋଏ ପ୍ରକୃତୀ ତୋର ଏକି ବୀଚିତ୍ର ଲୀଳା
ତୋ ଇଙ୍ଗିତେ ଷ ଢ଼ ଋତୁ କରି ଥାଏ ଖେଳା
ଆ ଜି କିନ୍ତୁ ସଂଶସାର ରେ ଘଟାଉ ବିଭ୍ରାଟ
କାହା ସଙ୍ଗେ କାହାର ବି ନାହିଁ ସା ମଜସ୍ୟ ।।
ଶୀ ତ ବ ସନ୍ତ ହେଉଅବା ଗ୍ରୀଷ୍ମର ପ୍ରବେଶ
ସବୁ ଋତୁ ଲାଗେ ଏକାପରି ଗ୍ରୀଷ୍ମର ପ୍ରକୋପ
ବର୍ଷା ଶର ତ ହେମ ନ୍ତ ଲାଗେନା ଫରକ
ବରଷା ର ବାରୀ ଧା ରା ଝରେ ଅ ହ ନିଶ ।।
ଆଷାଢ଼ ଶ୍ରାବନ ମାସେ ହୁଏ ବନ୍ୟା ବିତିପାତ
ଏବେ ସ ମୁଦ୍ର ଲଂଘୁ ଛି କୂଳ ସର୍ବେ ଭୀତତ୍ରସ୍ତ
ଆଗେ ଥିଲା କେବେ କାହିଁ ବିଜୁଳୀ ଚଡ କ
ଆଜି କାଲି ଘଡି ଘଡି ହୁଏ ବଜ୍ରା ଘାତ  ।।
ଵୈ ଶାଖ ଜ୍ୟାଷ୍ଟ ରେ ବଢେ ରୁଦ୍ରଙ୍କର ତାପ
ଆଉ ଏବେ ସବୁ ଦିନେ ଲାଗୁଛି ଉତ୍ତାପ
ପାଦରୁ ମସ୍ତକ ଥରା ନାହିଁ ତୋର ଶୀ ତ
ଆଚରଣେ ଲାଗୁ ଥିଲା ଅବା ଥରା ବାତ ।।
ସବୁଜ ଘାସ ଉପରେ ଶି ଶି ରର ଟୋପା
ସୂର୍ଯ୍ୟ ତାପେ ଝଟୁକୁନି ହୋଇ ସେ ମୁକୁତା
ହେମନ୍ତ ଋତୁ ରେ ନଦୀ ପୋଖରୀ ହୁଏନା ନିର୍ମଳ
ଅମ୍ବ ରେ ଖେଳ ଇ ମେଘ ହୋଇ ମାଳ  ମାଳ ।।
ସୃଷ୍ଟି ପାଇଁ ନୁହେଁ ତୋର ଏ ଶୁଭ ସଙ୍କେତ
ଭୟରେ ଆତୁର ଆଜି ଏ ଜୀ ବ ଜଗତ
ହୃଦୟ ରେ ଖେଳେ ସଦା ମୃତ୍ୟୁ ର ଆତଙ୍କ
କେବେ କେଉଁ ଦିନ ସୃଷ୍ଠୀ ହୋଇ ଯିବ ଧୋ ନସ ।।
——————–/////////————————–
ଭାଗଵତ ସାହୁ
ମା, ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ ,ଭଦ୍ରକ,
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *