Odia Poetry

ଦେଶାମ୍ତ ଵୋଧ

 ଦିଶୁ ଥିଵ ଜକ ଜକ
ଆମେ ସଵୁ ଭଦ୍ର ଆମେରେ ଅଭଦ୍ର
         ଆମେ ପରା ସବୁ ନାୟକ
ଆମରି ଭିତରେ ପୁରିଛନ୍ତି କେତେ
         ପୁଣି କେତେ ଖଳ ନାୟକ (୧)
ଆମେତ ଅଟନ୍ତି ଠକ ଧପାଵାଜ
           ଟାଉଟର ଵଦମାସ
ଆମରି ଭିତରେ ଅଛନ୍ତିତ ପୁଣି
            ଗୁଣି ଗ୍ଯାନି ଭଦ୍ର ଲୋକ    (୨)
ଆମେ ସଵୁପରା ମୁର୍ଖ ମୁରୁଷଣ୍ଢ
               ଧର୍ମ ନାଶ କାରି ନାସ୍ତି କ
ଆମରି ଭିତରେ ପୁରି ରହିଛନ୍ତି
              ସାଧୁ ମାହାତ୍ମ୍ୟ ଧାର୍ମିକ     (୩)
ଆମେ ଚାହୁଁ ଛନ୍ତି  ସମାଜ ଅହିତ
               ପୃଥିଵୀ କରିଵା ଧ୍ଵଂସ
ସେମାନେ ଚାହାନ୍ତି ସମାଜର ହିତ
                 ରଖିଵେ ଜାତିର ଟେକ। (୪)
ନିଜ ପରଚୟ ବଦଳାଇ ଆମେ
                  ହାତରେ ରଖିଵା ହାତ
ଶଶ୍ଯ ଶ୍ଯାମଳା ହୋଇଵ ଧରଣୀ
                   ହସିଵ ଭାରତ ଦେଶ   (୫)
ଆମେ ଗଲେ ମିଶି ଟଳିଵ ଵିପତ୍ତୀ
                  ଶର୍ତୃ ମାଡିଵେନି ପାଖ
ହିମାଳୟ ଶିଖେ ତ୍ରୀରଙ୍ଗା ଉଡିଵ
                ଦିଶୁ ଥିଵ ଜକ ଜକ     (୬)
————-/—————/———–/——–
ଭାଗଵତ ସାହୁ
ଦୋଳପଦୀ ଵନ୍ତ ଭଦ୍ରକ
୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *