Odia Poetry

ଶ୍ରଦ୍ଧା ସୁମନ

Posted on

ହେ ଅଟଳ ତୁମେ ଭାରତ ମାଆର ଦ୍ଵିତୀୟ ଭୀଷ୍ମ ତ ଥିଲ ସାରା ଜୀଵନତ ପାଳି ଵ୍ରହ୍ମ ଚର୍ଯ୍ଯ ରହିଲ ଚିର କୁମାର  ।। ତୁମେ ଥିଲ ଜଣେ ବିଗ୍ଯ ପୁରୁଷ ରାଜନୀତି ସମିଖିକ ଵକ୍ତାଓ ପ୍ରଵକ୍ତା କଵି ଓ ଲେଖକ ରାଜନୀତି ସିଦ୍ଧି ହସ୍ତ  ।। ତିନି ତିନି ଥର ପ୍ରଧାନ ମନ୍ତୀରି ପଦେ ଥିଲ ଅଭିସିକ୍ତ ଦେଶ ଜାତି ପାଇଁ ତୁମରି ଶାସନ ଅଭୁଲା ସେ ଇତିହାସ ।। କାରଗିଲ ରଣ ଦେଇଛି ପ୍ରମାଣ […]

Odia Poetry

ଫୁଲ ଜାଣେନ ନା ତା ମୂଲ

Posted on

ଫୁଲ ରଗଛରେ ଫୁଲଟିଏ ଫୁଟେ ଜାଣେ ନା ସେ ନିଜ ମୂଲ ତା ନିଜ ଵାସନା ସିଏଵି ଜାଣେନ ଯାଏ କାହିଁ କେତେ ଦୂର  ।। ମାଳି ଜାଣେ ଏକା କେଉଁ ଚାରା ସିଏ କେମିତିକା ଫୁଟେ ଫୁଲ ସେ ଫୁଲ ର ଵାସ ଯାଏ କେତେ ଵାଟ ହୃଦୟ ଜିଣେସେ କାର  ।। କେଉଁ ଋତୁରେ ସେ କତେ ଵେଳେ ଫୁଟେ ଦିନ ରେ ଵା ରାତି ଟାର ଦେଵ ପୂଜା ଯୋଗ୍ଯା ଅଟେ କି […]

Odia Poetry

ଭାରତ ମାତାର ଜୟ

Posted on

ଆସରେ ଆସ କାନ୍ଧରେ କାନ୍ଧ ଆମେ  ରେ ଦେଵା ମିଶାଇ ଗୋଟିଏ ମାଆର ସନ୍ତାତ ସଵୁ ସାନ ଵଡ଼ କେହି ନାହିଁ  ।। ଜାତି ତ ଜାତି ମଣିଷ ଜାତି ଛୁଆଁ କି ଅଛୁଆଁ ନାହିଁ ଆମେତ ସଭିଏଁ ଭାଇଓ ଭ ଉଣୀ  ନାରୀ ଓ ପୁରୁଷ  ଦୁଇ ।। ହିନ୍ଦୁ ମୁସଲମାନ ଶିଖ୍ ଖ୍ରୀଷ୍ଟିୟାନ ଵ ଉଧ୍ ଜୈନ ନୋହି ମାନବିକ ତା ତ ଗୋଟିଏ ଧରମ ତାକୁତ ଭୁଲିବା ନାହିଁ ।। ସଭିଙ୍କର ଆମ […]

Odia Poetry

ଅଗଷ୍ଟ ପନ୍ଦର ସ୍ଵାଧୀନ ଦିବସ

Posted on

ଆସିଛି ପାଳୁଛି ପାଳିବା ବ ଇରୀ ଛାତିରେ ଷ୍ପନ୍ଦନ ଖେଳେଇ ଜାତୀୟ ସଙ୍ଗୀତ ଗାଇବା ।। ହିମାଳୟ ଶିଖେ ତ୍ରୀରଙ୍ଗା ଉଡେଇ ଶତୃ ମନ ବଳ ଭାଙ୍ଗିଵା ସେ ପାତାକା ତଳେ ଛିଡା ହୋଇ ସବୁ ରଣଭେରୀ ଆମେ ଫୁଙ୍କି ଵା  ।। ଯାହା ପାଇଁ ଆମେ ସ୍ଵାଧୀନ ହୋଇଲେ ତାଙ୍କ ଗୁଣ ଗାନ କରିବା ସ୍ଵାଧୀନ ଭାରତ ସ୍ଵାଧୀନ ଭାରତ ଉଚ୍ଚ ସ୍ବରେ ଆମେ କହିଵା  ।। ସ୍ଵାଧୀନତା ରଣେ ଯେଉଁ ମାନେ ମଲେ ତାଙ୍କ […]

Odia Poetry

ଜାଗ ଏ ଦେଶର ନାରୀ ନର

Posted on

ଆଗକୁ ଆସୁଛି ଅଗଷ୍ଟ ପନ୍ଦର ଦେଶ ଵାସୀ ହୁଅ ହୁସିଆର ଆତଙ୍କ ସନ୍ତାସ ମାଓ୍ବଵାଦି ମାନେ ହୋଇ ଲେଣି  ପରା ତ୍ ତପର  ।। ଏଦେଶ ଜାତିର ଖ୍ଯତି କରିବା କୁ ଲୁଚି ରହିଛନ୍ତି ସୀମାନ୍ତର ସୁଯୋଗ ପାଇଲେ ପଶିଵେ ଭିତରେ କରିଵେ ଯେ ନର ସହାର  ।। ମାଓ୍ଵଵାଦି ସଵୁ ଲୁଚିରହିଛନ୍ତି କାହିଁ କେଉଁ  ଵଣ ମୁଲକର ସେ ମାନେ ଭାଵନ୍ତି ଦେଶେ ଖ୍ଯତି କଲେ ଲାଭ ହେଵ ବୋଲି ତାଙ୍କର  ।। ଏଦେଶ ଜବାନ […]

Odia Poetry

ଧନ, ରତ୍ନ, ସମ୍ପଦ

Posted on

ସ୍ଵାମୀ ମୋ ସମ୍ପଦ ମୋ ଭାଗ୍ଯ ଵିଧାତା ମୋହର ସେ ହର୍ତା କର୍ତା ତାଙ୍କ ହାତ ଧରି ଵାଟ ମୁଁ ଚାଲିଵି ହେଉ ଫୁଲ ଅବା କଣ୍ଟା  ।। ପୁଅ ମୋର ଧନ ମୋ ଆଖିର ତାରା ଅଟେ ମୋ ଦୁଖଃ ପାଶୋରା ମୋ ଵୁଢୀ କାଳକୁ ସେ ଆଶା ଭରସା ମୋ କୁଳ ରୋଷଣୀ ପରା  ।। ଝିଅ ମୋର ରତ୍ନ ପର ଅମାନତ କଲେ ମୁଁ ତାହାକୁ ଦାନ ସାରା ଜୀଵନର ପାପ ମୋର […]

Odia Poetry

ଆତଙ୍କ ଵାଦି

Posted on

ହେ ଆତଙ୍କ ଵାଦି ହେ ସତ୍ରାସ ଵାଦି ଦେଶ ଶତୃ ମାଓ୍ଵବାଦି ଜୀଵନରେ ତୁମ ଊନ୍ନତୀ ତ ନାହିଁ ଖାଲି ଯାହା ଵରଵାଦି   ।। ସ୍ଵାର୍ଥ ପର କେତେ ନେତା ମତ୍ରୀ ଆଉ କୁସସ୍କାର  ଧର୍ମା ଲମ୍ଵି ଯେତେ ମନ୍ଦ କଥା ତୁମରି ମୁଣ୍ଡ ରେ ଦେଇଛନ୍ତି ସବୁ ଖୁନ୍ଦି  ।। ମିଥ୍ଯା ପ୍ରଲୋଭନ ଦେଖାନ୍ତି ତୁମକୁ ତୁମେ ପାର ନାହିଁ ବୁଝି ମରଣ ମୁହଁ କୁ ପଠାନ୍ତି ତୁମକୁ ସୁଵିଧା ନେଵାକୁ ଖୋଜି  ।। ଵିନିମୟ […]

Odia Poetry

ସାଗର ଵେଳା

Posted on

ସାଗର ଵେଳାର ସାମୁକା ଟିଏ ମୁଁ ଢେଉଏକା ମୋର ସାଥୀ କେବେ ନିଏ ଟାଣି ଅଥଳ ଜଳକୁ ଵାଲିରେ ଦିଏ ସେ ପୋତି  ।। ତାଡ଼ି ଆଣେ ପୁଣି ଉପରକୁ ମୋତେ ଭାବି ମୋତେ ଆପଣାର କେଵେ ଛାଡି ଯାଏ ତତଲା ବାଲିରେ ହେବାକୁ ମୁଁ କଲ ଵଲ    ।। ସେହିଏକା ମୋର ସାହା ଓ ଭରଷା ସୁଖର ଦୁଖଃ ର ଵନ୍ଧୁ ସଭିଙ୍କ ର ମୁହି ଅଟେ ହେୟ ଘୃନ୍ଯ ଆଶ୍ରୟ ଦାତା ମୋ […]

Odia Poetry

ଦେଶାମ୍ତ ଵୋଧ

Posted on

 ଦିଶୁ ଥିଵ ଜକ ଜକ ଆମେ ସଵୁ ଭଦ୍ର ଆମେରେ ଅଭଦ୍ର          ଆମେ ପରା ସବୁ ନାୟକ ଆମରି ଭିତରେ ପୁରିଛନ୍ତି କେତେ          ପୁଣି କେତେ ଖଳ ନାୟକ (୧) ଆମେତ ଅଟନ୍ତି ଠକ ଧପାଵାଜ            ଟାଉଟର ଵଦମାସ ଆମରି ଭିତରେ ଅଛନ୍ତିତ ପୁଣି             ଗୁଣି ଗ୍ଯାନି ଭଦ୍ର ଲୋକ  […]

Odia Poetry

ହେଉଛି ଶ୍ରାବଣ ଝଡି

Posted on

ହେଉଛି ଶ୍ରାବଣ ମାସର ଝଡି ଘରୂ ହେଉ ନାହିଁ ଜମା ଵାହାରି ଯାଇ ପାରୁ ନାହିଁ ମୂଲ ମଜୁରୀ ଜଳୁ ନାହିଁ ଘରେ ମୋହର ଚୁଲି  ।। ଅଭାବି ଘରର ଅଵସ୍ଥା ଯାହା ଭୋକେ କୁଆ ବୁଆ ହୁଅନ୍ତି ଛୁଆ ଟାପରା କରନ୍ତି ସାହି ପଡ଼ି ଶା ନିତି ଲୋକ ହସା ହୁଏ ମୁଁ ଯାହା  ।। ଵିଲ ରୋଇବାକୁ ଥିଲା ମୋ ତଳି ପଚିଗଲା ସଵୁ ପାଣିରେ ଵୁଡି ଚାଷ କରିଥିଲି ଵିଲ ଗୋହିରି ସେଥିରେ […]